ଧର୍ମପ୍ରାଣ ସମାଜସେବିକାଙ୍କ ପରଲୋକ : ନାଗରିକ ମହାମଂଚ ପକ୍ଷରୁ ଗଭୀର ଶୋକପ୍ରକାଶ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଖୋର୍ଦ୍ଧା ଜିଲ୍ଲା ଗେଡ଼ିଆପଲ୍ଲୀ ଅନ୍ତର୍ଗତ ସାମୁକାପାଟଣା ଗ୍ରାମର ସମାଜସେବିକା ଧର୍ମପ୍ରାଣ ସାରସ୍ୱତ ସାଧିକା ଲକ୍ଷ୍ମୀପ୍ରିୟା ମହାରଣାଙ୍କ ୭୯ବର୍ଷ ବୟସରେ ପରଲୋକ ଘଟିଛି ।

Read more

Advertisement

ଏବେ ଏବେ