ଧର୍ମାନ୍ତରିତ ଜନଜାତିଙ୍କୁ ଅନୁସୂଚିତ ଜନଜାତି ତାଲିକା ରୁ ବାଦଦେବା ନେଇ ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଙ୍କ ଉଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ
ଗଜପତି,(ତାରିଣୀ ପ୍ରସାଦ ପଣ୍ଡା):ଭାରତରେ ସ୍ବାଧୀନତା ପରଠାରୁ ଆଜି ପର୍ଯ୍ୟନ୍ତ ସରକାର ଜନଜାତିଙ୍କର ଉନ୍ନତି ନିମନ୍ତେ ଅନେକ ଚେଷ୍ଟା ଏବଂ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଯୋକନାର ସମସ୍ତ
Read more


