ପଞ୍ଚାୟତସ୍ତରୀୟ ମହାସଂଘର ପକ୍ଷରୁ ଋଣରାଶି ପ୍ରଦାନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନାଆମୀ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତ ସ୍ତରୀୟ ମହାସଂଘ ପକ୍ଷରୁ ତିନିଗୋଟି ଏସଏଚଜିର ତିନିଜଣ ସଦସ୍ୟାଙ୍କୁ ଋଣରାଶି ପ୍ରଦାନ କରାଯାଇଛି ।

Read more

Advertisement

ଏବେ ଏବେ