ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ପକ୍ଷରୁ ଦୀପ ପ୍ରଜ୍ଜ୍ୱଳନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ନୟାଗଡ ଜିଲ୍ଲା ଯଦୁପୁର ଗ୍ରାମର କୁନିଝିଅ ପରୀକୁ ନ୍ୟାୟ ଦେବା ପାଇଁ ସିବିଆଇ ତଦନ୍ତ ଦାବିରେ ଭାରତୀୟ ଜନତାପାର୍ଟି ପକ୍ଷରୁ ସାମୁହିକ ଦୀପ ପ୍ରଜ୍ଜ୍ୱଳନ କରାଯାଇଛି

Read more

Advertisement

ଏବେ ଏବେ