ପିପଳପଙ୍କା ଡ୍ୟାମ ବାତିଲ ସହ ଋଷିକୂଲ୍ୟା ନଦୀର ସୁରକ୍ଷା ଓ ପ୍ରସ୍ତାବିତ ଗୋଳାବାରୁଦ କାରଖାନା ବନ୍ଦ କରିବା ଦାବିରେ ବିକ୍ଷୋଭ
ବ୍ରହ୍ମପୁର,(ୱାଇ ଏନ ଏସ): କମ୍ପାନୀ ସ୍ୱାର୍ଥରେ ପ୍ରସ୍ତାବିତ ପିପଳପଙ୍କା ଡ୍ୟାମକୁ ବାତିଲ, ଋଷିକୂଲ୍ୟା ନଦୀର ସୁରକ୍ଷା,ଚୋରା ବାଲି ଚାଲାଣକୁ ରୋକିବା,ପ୍ରସ୍ତାବିତ ଗୋଳା ବାରୂଦ କାରଖାନାକୁ ନିଷିଦ୍ଧ ସମେତ
Read more