ପୁଇଁତୋଳା ଗ୍ରାମ ଗଣେଶ ପୂଜା କମିଟି ତରଫରୁ ମେଗାରକ୍ତଦାନ ଶିବିର

ଗଞ୍ଜାମ, (ବିନୋଦ ପଲେଇ): ପବିତ୍ର ଗଣେଶପୂଜା ଉପଲକ୍ଷେ ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗଣେଷ ପୂଜା କମିଟି ଆନୁକୂଲ୍ୟରେ ଏକ ମେଗାରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ