ପୂର୍ତ ବିଭାଗ ରାସ୍ତା ମରାମତି ନାଁରେ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଆତ୍ମସାତ;ରାସ୍ତା ସୁଧରିବାରେ ନାଁ ଧରୁନି
ନାଉଗାଁ,(ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକରେ ପୂର୍ତ ବିଭାଗର ଶିଖର-ବାଲିଭଉଁରୀ,ନାଉଗାଁ-ଅରଖକୁଦ, ନାଉଗାଁ-ବାଲିକୁଦା, ପାଳସାହି-ନୂଆଗାଁ, ଅଲଣାହାଟ-କୁଣ୍ଡେଶ୍ୱର, କୋକିଡିହ-ତେଲସରାକୁ ସଂଯୋଗୀକରଣ ରାସ୍ତା ରହିଛି । ଏହି ରାସ୍ତା ଗୁଡିକର ନିର୍ମାଣ କାର୍ଯ୍ୟ ପୂର୍ତ
Read more


