ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ପାଠଚକ୍ର

ବାଲେଶ୍ବର, (ସରୋଜ ପଣ୍ଡା):ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗ ଆନୁକୂଲ୍ୟରେ ‘ଇନ୍‌ଭେଷ୍ଟମେଣ୍ଟ ଇନ୍‌ ଷ୍ଟକ୍‌ ମାର୍କେଟ୍‌’ ଶୀର୍ଷକ ଏକ ପାଠଚକ୍ର ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ