ଫାନି ପ୍ରଭାବିତ କୃଷକଙ୍କୁ କୃଷି ସାମଗ୍ରୀ ବଣ୍ଟନ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): ବାତ୍ୟା ଫାନି ପ୍ରଭାବିତ ସତ୍ୟବାଦୀ ବ୍ଲକ୍ ସଦାନନ୍ଦପୁର ଗ୍ରାମର ୩୭୦ ଜଣ କୃଷକଙ୍କୁ ମାଗଣାରେ ଶନିବାର କୃଷି ସାମଗ୍ରୀ ବିତରଣ କରାଯାଇଛି ।

Read more

Advertisement

ଏବେ ଏବେ