ଫେଲ୍ ମାରିଲା ହାତୀଦାନ୍ତ ଚାଲାଣକାରୀଙ୍କ ଉଦ୍ୟମ;୧୪ଟି ହାତୀଦାନ୍ତ ସହ କାର ଜବଦ, ୩ ଗିରଫ

ଘଟଗାଁ,(ନାରାୟଣ ପଲାଇ):କେନ୍ଦୁଝର ଜିଲ୍ଲା ଆନନ୍ଦପୁର୍ ଓ ହରିଚନ୍ଦନପୁର ବନବିଭାଗର ମିଳିତ ଉଦ୍ୟମରେ ହାତୀଦାନ୍ତ ଚୋରା ଚାଲାଣ କରୁଥିବା ବେଳେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ

Read more

Advertisement

ଏବେ ଏବେ