ବର୍ଷିୟାନ ଶିକ୍ଷାବିତ ବୀରକିଶୋର ରାଉତଙ୍କ ବିୟୋଗରେ ଶୋକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ ପଞ୍ଚାୟତର ଚରପଡା ଗ୍ରାମର ଆଦର୍ଶ ବର୍ଷିୟାନ ଶିକ୍ଷାବିତ ବୀରକିଶୋର ରାଉତଙ୍କର ୮୨ବର୍ଷ ବୟସରେ ଗତ ସୋମବାର ବିୟୋଗ ହୋଇଯାଇଛି

Read more

Advertisement

ଏବେ ଏବେ