ବାତ୍ୟା ବିର୍ପନଙ୍କୁ ମିଳିଲାନି ଖାଦ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଧାରଣା
ପାରାଦ୍ୱୀପ, (ପିତବାସ ପ୍ରଧାନ):ମହାବାତ୍ୟା ଅମ୍ଫାନ ପୀଡିତ ବସ୍ତି ବାସିନ୍ଦାଙ୍କୁ ବାତ୍ୟାଆଶ୍ରୟସ୍ଥଳରେ ମିଳିଲାନି ଖାଦ୍ୟ, ଭୋକ ଉପାସରେ ବାତ୍ୟାଆଶ୍ରୟସ୍ଥଳରୁ ଘରକୁ ଫେରିଲେ ବସ୍ତିବାସିନ୍ଦା । ଏଭଳି ଅଭିଯୋଗ ଆସିଛି
Read more


