ବାବା ଭୁଜାଖିଆ ପୀରଙ୍କ ବାର୍ଷିକ ଉର୍ସ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଭାଇଚାରାର ପ୍ରତୀକ ସୁନଟସ୍ଥିତ ‘ବାବା ଭୁଜାଖିଆ ପୀର’ଙ୍କ ୭୮ ତମ ୩ ଦିନିଆ ବାର୍ଷିକ ଉତ୍ସବ ‘ଉର୍ସ’ବୁଧବାର ଉଦ୍‌ଘାଟିତ ହୋଇଯାଇଛି ।

Read more

Advertisement

ଏବେ ଏବେ