ବାଲେଶ୍ୱର ସହରର ୩ ଅର୍ବାନ ପି.ଏଚ.ସି.ରେ ଅକ୍ସିଜେନ ଥେରାପି ସେଂଟର ଉଦଘାଟିତ

ବାଲେଶ୍ୱର,(ଓ୍ବାଇଏନ୍ଏସ୍): ବାଲେଶ୍ୱର ପୌରାଂଚଳରେ ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଥିବା ୩ଟି ସହରାଂଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର(ଅର୍ବାନ ପି.ଏଚ.ସି.)ରେ  ୩ଟି ଅକ୍ସିଜେନ ଥେରାପି ସେଂଟର ଉଦଘାଟିତ ହୋଇଯାଇଛି ।

Read more

Advertisement

ଏବେ ଏବେ