ବିଜେପି ପକ୍ଷରୁ ପଞ୍ଚାୟତ ଘେରାଉ ଓ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମାରକପତ୍ର ପ୍ରଦାନ

ହାଟଡିହିି, (ବିକାଶ ବିଶ୍ୱାଳ):ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷାଲାଗି ଆଜି ବିଜେପି ପକ୍ଷରୁ ମରୈଗାଁ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯାଇ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ସ୍ମରକପତ୍ର ପ୍ରଦାନ କରାଯାଇଛି ।

Read more

Advertisement

ଏବେ ଏବେ