ବିଧାନସଭାର ସଚିବ ହେଲେ ଦାସରଥୀ ଶତପଥୀ

(ଯୁଗାବ୍ଦ ନ୍ୟୁଜ) ବିଧାନସଭାର ନୂତନ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି ଦାସରଥୀ ଶତପଥୀ । ସେ ପୁର୍ବରୁ ସରକରଙ୍କ ବିଭିନ୍ନ ଗୁରୁତ୍ତ୍ୱପୁର୍ଣ୍ଣ ବିଭାଗରେ କାର୍ଯ୍ୟ କରିସାରିଛନ୍ତି ।

Read more

Advertisement

ଏବେ ଏବେ