ବ୍ରାହ୍ମଣ ଦେବୀ ଯାତ୍ରା ପରିଚାଳନା ପାଇଁ ଥାନାଧିକାରୀ ଓ ନିର୍ବାହୀ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କଲା ରୋଟାରୀ କ୍ଲବ
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପରମ୍ପରା ସଂସ୍କୃତି ସମ୍ପନ୍ନ ବେଲଗୁଣ୍ଠା ସହରର ପ୍ରସିଦ୍ଧ ଦ୍ୱିବାର୍ଷିକ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ଏ ବର୍ଷ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି ।
Read more


