ଭଞ୍ଜନଗରରେ ଓଷ୍ଟାର ଶିଶୁ ଉତ୍ସବ ପାଳିତ

ଭଂଜନଗର,(ଯୁଗାବ୍ଦ ନ୍ୟୁଜ୍‌): ଭଞ୍ଜନଗର ସହରରେ ଅବସ୍ଥିତ ସ୍ଥାନୀୟ ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ଉଚ୍ଚ ମାଧ୍ୟମିକ ଶିକ୍ଷକ ସଂଘର ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ