ଭୋଗରାଇ ଶାଖାରେ ଦୁର୍ନୀତିଗ୍ରସ୍ତ ମ୍ୟାନେଜରଙ୍କ ନିଯୁକ୍ତିର ପ୍ରତିବାଦ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ (ବିବିସିସି)ବ୍ୟାଙ୍କ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପରିଚାଳକଙ୍କ ମନୋମୁଖୀ କାର୍ଯ୍ୟକଳାପ ବିରୋଧରେ କିଛି ୪ଜଣ ନିର୍ଦ୍ଦେଶକ ଧାରଣାରେ ବସିଥିଲେ ।
Read more