ପାରଳା ଓମ୍‌ଶାନ୍ତି କଲୋନୀରେ ସଫେଇ ହେଉନି ନାଳ, ମଶାଙ୍କ ପ୍ରାଦୁର୍ଭାବ ବଢୁଛି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ନାଳ,ନର୍ଦ୍ଦମା ସଫେଇ ହେଉନଥିବା ଯୋଗୁଁ ମଶାମାଛିଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି ।

Read more

Advertisement

ଏବେ ଏବେ