ମାନସିକ ଭିନ୍ନକ୍ଷମ ଅଭିଭାବକ ସଂଘର ୧୫ତମ ସାଧାରଣ ସଭା

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍) : ମାନସିକ ଭିନ୍ନକ୍ଷମ ଅଭିଭାବକ ସଂଘର ୧୫ତମ ସାଧାରଣ ସଭା ଆଜି ଭୁବନେଶ୍ୱରସ୍ଥିତ ଲୋହିଆ ଏକାଡ଼େମୀରେ ସଭାପତି ବ୍ରଜକିଶୋର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି

Read more

Advertisement

ଏବେ ଏବେ