ମୋହନା ଅଞ୍ଚଳରେ ଘନ କୁହୁଡି, ହାଡଭଙ୍ଗା ଶୀତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଦିନକୁ ଦିନ ମୋହନା ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛି ଦିନ ଧରି ଅଞ୍ଚଳରେ ଘନ କୁହୁଡିର ଆସ୍ତରଣ ଭରି ରହୁଛି।

Read more

Advertisement

ଏବେ ଏବେ