ଯନ୍ତ୍ରୀ-ଠିକାଦାର ମଧୁଚନ୍ଦ୍ରୀକା!ଆନନ୍ଦପୁର-ଦୁବୁଲାବେଡା ପ୍ରଧାନମନ୍ତ୍ରୀ ରାସ୍ତା ମରାମତି ନିମ୍ନମାନର ନେଇ ଗ୍ରାମବାସୀଙ୍କ ଅଭିଯୋଗ
ରାଇରଙ୍ଗପୁର,( ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଞ୍ଜ ଜିଲ୍ଲାର ଗ୍ରାମ୍ଯ ଉନ୍ନୟନ ବିଭାଜନ କାର୍ଯ୍ଯାଳୟ, ରାଇରଙ୍ଗପୁର ଅନତିଦୂରରେ(୧କିମି) ଦୁବୁଲାବେଡା-ଆନନ୍ଦପୁର ପ୍ରଧାନମନ୍ତ୍ରୀ ରାସ୍ତା ମରାମତିରେ ଦୁର୍ନିତି ଗନ୍ଧ ବାରିହେଉଛି ।
Read more


