ରାଜ୍ୟର ସମସ୍ତ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟକୁ ବନ୍ଦ କରିବାର ହୀନ ପ୍ରଚେଷ୍ଠା ବିରୁଦ୍ଧରେ ଏଆଇଡିଏସ୍ଓ ପକ୍ଷରୁ ମାର୍ଚ୍ଚ ମାସରେ ବିଧାନସଭା ଘେରାଉ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ରାଜ୍ୟରେ ଥିବା ସମସ୍ତ ବି.ଇ.ଡି ଏବଂ ଏମ୍.ଇ.ଡି ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାର ହୀନ ପ୍ରଚେଷ୍ଠା ବିରୁଦ୍ଧରେ ଏଆଡିଏସଓ ପକ୍ଷରୁ ଦୃଢ ବିରୋଧ କରାଯିବା
Read more