ରାଣୀପଥର ଘାଟିରେ ଓଲଟିଲା ବାଲି ବୋଝେଇ ହାଇୱା

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): ବୌଦ୍ଧ-କନ୍ଧମାଳ ଜିଲ୍ଲା ସୀମାନ୍ତ ରାଣୀପଥର ଘାଟିରେ ଏକ ବାଲି ବୋଝେଇ ହାଇୱା ରାସ୍ତା କଡ଼ରେ ଓଲଟି ପଡ଼ିଥିବା ଖବର ହସ୍ତଗତ ହୋଇଛି ।

Read more

Advertisement

ଏବେ ଏବେ