ବ୍ରହ୍ମାକୁମାରୀସ୍‌, ଶାନ୍ତିକୁଣ୍ଡରେ ବିଶ୍ୱମଧୁମେହ ଦିବସ ପାଳିତ

ବ୍ରହ୍ମପୁର, (ଅନିଲ କୁମାର):ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁଣ୍ଡ, ଗିରିରୋଡ଼ ପ୍ରାଙ୍ଗଣରେ ବିଶ୍ୱ ମଧୁମେହ ଦିବସ ପାଳନ ଉପଲକ୍ଷେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଅଛି ।

Read more

Advertisement

ଏବେ ଏବେ