ଶିକ୍ଷାବିତ୍ ନରହରି ଜେନାଙ୍କ ସ୍ମୃତିସଭା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡ଼ା ଜିଲ୍ଲାର ସୁନାମଧନ୍ୟ ଶିକ୍ଷାବିତ୍ ବୀଣାପାଣି ଉଚ୍ଚବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ନରହରି ଜେନାଙ୍କ ଏକାଦଶାହର ଉପଲକ୍ଷେ ଏକ ସ୍ମୃତିସଭା ତାଙ୍କ ବାସଭବନସ୍ଥିତ ରାଜଗଡ ଗ୍ରାମରେ

Read more

Advertisement

ଏବେ ଏବେ