ଶିବ ମୁନିଙ୍କ ଜୟନ୍ତୀ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଳକ ଟାଇଁଗୁଣା ଯୋଗାଶ୍ରମରେ ଅଖିଳ ଭୂମଣ୍ଡଳୀୟ ସର୍ବଶିରୋମଣି ମୁନି ସମାଜର ପ୍ରତିଷ୍ଠାତା ଆଦି ମୁନିଶ୍ୱର ଶିବ ମୁନିଙ୍କର ୧୩୯ତମ ଜୟନ୍ତୀ ପାଳିତ ହୋଇଯାଇଛି

Read more

Advertisement

ଏବେ ଏବେ