ସତ୍ୟସାଇ ମନ୍ଦିରରେ ମାତା ଇଶ୍ୱରାମ୍ମାଙ୍କ ଦିବସ ପାଳନ ଉତ୍ସବ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ମୀରପାଟଣାସ୍ଥିତ ସତ୍ୟସାଇ ମନ୍ଦିରରେ ଶ୍ରୀ ସତ୍ୟସାଇ ବାବାଙ୍କ ମାତା ପରମ ପୂଜନୀୟା ଇଶ୍ୱରମ୍ମାଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି ।

Read more

Advertisement

ଏବେ ଏବେ