ସତ୍ୟସାଇ ସେବା ସଂଗଠନର ଜିଲ୍ଲାସ୍ତରୀୟ ଆନନ୍ଦ ମହୋତ୍ସବ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସ୍ଥାନୀୟ ସତ୍ୟସାଇ ମନ୍ଦିିର ପରିସରରେ ବାଳବିକାଶ ଛାତ୍ରଛାତ୍ରୀ ମାନଙ୍କର ଏକ ଜିଲ୍ଲାସ୍ତରୀୟ ଅନନ୍ଦ ମହୋତ୍ସବ ପାଳିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାର ଫୁଲବାଣୀ,ବାଲିଗୁଡା,ରାଇକିଆ,ଦାରିଙ୍ଗବାଡି
Read more



