ସପ୍ତମ ବାର୍ଷିକ ଗ୍ରାମାଞ୍ଚଳ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଟିକାବାଲି ଦଳ ଚାମ୍ପିୟନ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଳକର ବପଲମେଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଡ଼ାସାହି ଛକଠାରେ ଚାଲିଥିବା ସପ୍ତମ ଗ୍ରାମାଞ୍ଚଳ ଭଲିବଲ୍
Read more


