ସରକାରୀ ଜମି ଜବରଦଖଲ ଉଚ୍ଛେଦ ,ଦାବିରେ ପୋଡାମାରୀ ଗ୍ରାମବାସୀ ପକ୍ଷରୁ ଆମରଣ ଅନଶନ ଚେତାବନୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ଅନ୍ତର୍ଗତ ପୋଡାମାରୀ ଗ୍ରାମର ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଗ୍ରାମକଣ୍ଠ ପଟ୍ଟା ବଣ୍ଟନ ଓ ସରକାରୀ ଜମି ଜବରଦଖଲ ଉଚ୍ଛେଦ
Read more