ସର୍ପାଘାତରେ ବୃଦ୍ଧ ମୃତ୍ୟୁ

ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ତହସିଲ ଅଧିନ ଶିଖର ପଂଚାୟତ ବିଲିପଡା ଗାଁର ଜୈନିକ ବୃଦ୍ଧଙ୍କର ସର୍ପାଘାତରେ ଶୁକ୍ରବାର ମୃତ୍ୟୁ ଘଟିଛି । ମୃତକଙ୍କ ନାମ ଜଟାଧାରୀ ବିଶ୍ୱାଳ(୬୫) ।

Read more

Advertisement

ଏବେ ଏବେ