ସାମ୍ବାଦିକ ବ୍ରଜକିଶୋରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକର ଦୈନିକ ସମ୍ବାଦର ସାମ୍ବାଦିକ ବ୍ରଜକିଶୋର ସିଂହଙ୍କର ସୋମବାର କଟକ ବଡ ଡାକ୍ତରଖାନାରେ ହୃଦଘାତରେ ପରଲୋକ ହୋଇଯାଇଛି ।

Read more

Advertisement

ଏବେ ଏବେ