ସାହାରା ଇଣ୍ଡିଆ ଜମାକାରୀ ଓ ଏଜେଣ୍ଟମାନେ ଜମାଟଙ୍କା ଫେରିପାଇବା ପାଇଁ ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା):ସାହାରା ଇଣ୍ଡିଆର ଶହଶହ ଜମାକାରୀ ମହିଳା ଓ ପୁରୁଷ ଏବଂ ଏଜେଣ୍ଟମାନେ ବାଲେଶ୍ୱର ରେଳଷ୍ଟେସନ୍ରୁଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ ଦପ୍ତର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
Read more



