ସୁରକ୍ଷାକର୍ମୀ ଗୁଳିରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନନ୍ତ ନାଗ ଜିଲ୍ଲାର ବିଜବେହେରା ଅଂଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମାନଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ଚାଲିଥିଲା

Read more

Advertisement

ଏବେ ଏବେ