ହଳଦୀପଦା ଷ୍ଟେସନରେ ଅଟକିବ ବାରିପଦା ବାଙ୍ଗିରିପୋଷି ଏକ୍ସପ୍ରେସ

ବାଲେଶ୍ୱର, (ସରୋଜ ପଣ୍ଡା) : ହଳଦୀପଦା ଷ୍ଟେସନରେ ଅଟକିବ ବାରିପଦା ବାଙ୍ଗିରିପୋଷି ସୁରଫାଷ୍ଟ ଏକ୍ସପ୍ରେସ । ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ଦାବୀ ଆଜି ପୂରଣ ହୋଇଯାଇଅଛି ।

Read more

Advertisement

ଏବେ ଏବେ