+୨ ବିଜ୍ଞାନ ପ୍ରବେଶିକା ଫିସ ଛାଡ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇ +୨ ବିଜ୍ଞାନ ପଢିବାକୁ ଚାହୁଁଥିବା ଗରୀବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରବେଶିକା ଫିସ ଛାଡ କରିବାକୁ ନିଷ୍ପତି ନେଇଛି ଆମେଜ

Read more

Advertisement

ଏବେ ଏବେ