୪ଲୋକସଭା ପ୍ରାର୍ଥୀଙ୍କ ସମେତ ୯ବିଧାନସଭା ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଲୋକସଭା ଆସନ ପାଇଁ ଆଜି ଚତୁର୍ଥ ଦିବସରେ ୪ଲୋକସଭା ପ୍ରାର୍ଥୀଙ୍କ ସମେତ ୯ଜଣ ବିଧାନସଭା ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି

Read more

Advertisement

ଏବେ ଏବେ