ନାଉଗାଁ ବ୍ଳକରେ ଆସ ସ୍କୁଲ ଯିବା ପାଇଁ ପଦଯାତ୍ରା

ନାଉଗାଁ,(ଓ୍ବାଇଏନଏସ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶାନୁସାରେ ଗୁରୁବାର ନାଉଗାଁ ବ୍ଳକର ସମସ୍ତ ବିଦ୍ୟାଳୟରେ ଆସ ସ୍କୁଲ ଯିବା ପାଇଁ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ