ବାଲି ଅଭାବ ଯୋଗୁଁ ଠିକଣା ସମୟରେ ଶେଷ ହୋଇପାରୁନି ଅନ୍ତ୍ୟୋଦୟ ଗୃହ ନିର୍ମାଣ

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ସରକାର ତରଫରୁ ଗରିବ ପରିବାର ଚିହ୍ନଟ କରି ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ କରି ଛାତ ଘର ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି।

Read more

Advertisement

ଏବେ ଏବେ