ଆୟୁଷ୍ମାନ କାର୍ଡକୁ ଆହୁରି ସହଜ ଓ ଉପଯୋଗୀ କରିବା ପାଇଁ ଓଡ଼ିଶା ପ୍ରାଇଭେଟ୍ ହସ୍ପିଟାଲ ଆସୋସିଏସନ ବୈଠକରେ ଦାବି

କଟକ,(ଓ୍ବାଇଏନଏସ) : କଟକ ଆଇଏମଏ ହାଉସ୍ ଠାରେ ଓଡ଼ିଶା ପ୍ରାଇଭେଟ୍ ହସ୍ପିଟାଲ ଆସୋସିଏସନ ପକ୍ଷରୁ ଘରୋଇ ହସ୍ପିଟାଲ ଓ ନର୍ସିଂହୋମ୍ ମାଲିକଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

Read more

Advertisement

ଏବେ ଏବେ