ଜଙ୍ଗଲ ଅଧିକାର ଓ ପେଶା ଆଇନ ସଚେତନତା ଅଭିଯାନ ଆରମ୍ଭ

ମାଲକାନଗିରି, (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲାରେ ଜଙ୍ଗଲ ଅଧିକାର ଓ ପାରମ୍ପରିକ ଅଧିକାର ସମ୍ବନ୍ଧୀୟ ସଚେତନତା ବୃଦ୍ଧି ପାଇଁ ବିଶେଷ ଅଭିଯାନର ଶୁଭାରମ୍ଭ ହୋଇଛି।

Read more

Advertisement

ଏବେ ଏବେ