୨୭ରୁ ଅସିଆ ଗ୍ରାମ ନିକଟରେ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ

ହାଟଡିହି (ବିକାଶ ବିଶ୍ବାଳ): ଛେନାପଦି ଥାନପତି ମନ୍ଦିର କମିଟି ପକ୍ଷରୁ ଅସିଆ ଗ୍ରାମ ନିକଟରେ ନବ ନିର୍ମିତ ମା’ମଙ୍ଗଳା ମନ୍ଦିରର ପ୍ରତିଷ୍ଠା ଉତ୍ସବ ୨୭ତାରିଖରୁ ଆରମ୍ଭ ହେଉଛି।

Read more

Advertisement

ଏବେ ଏବେ