ମହାନଦୀରେ ଅଘଟଣ, ଗାଧୋଇବା ବେଳେ ଭାସିଗଲେ ମହିଳା

କଟକ, (ଓ୍ବାଇଏନଏସ) : ମହାନଦୀରେ ଗାଧୋଇବା ବେଳେ ଅଘଟଣ । ନଦୀରେ ଭାସି କଟକ ବାଙ୍କୀ ଅଞ୍ଚଳର ରତାଗଡ଼ ଗାଁର ପିଙ୍କି ସ୍ୱାଇଁ ନିଖୋଜ ଅଛନ୍ତି ।

Read more

Advertisement

ଏବେ ଏବେ