ହସ୍ତାନ୍ତର କରାଯାଉନାହିଁ ମଧୁପୁର ଅଙ୍ଗନୱାର୍ଡି କେନ୍ଦ୍ର: ଅସୁରକ୍ଷିତ ଘରେ ଗଢା ଚାଲିଛି ପିଲାଙ୍କ ଭବିଷ୍ୟତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅଲଣା ପଂଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମରେ ମଧୁପୁର ଅଙ୍ଗନୱାର୍ଡି କେନ୍ଦ୍ର ରହିଛି। ଏହି କେନ୍ଦ୍ରରେ ୧୫ଜଣ ପିଲା ପାଠ ପଢୁଛନ୍ତି।
Read more


