ମାଟ୍ରିକ ପରୀକ୍ଷା ଫଳ:ପ୍ରୀତିଜିଜ୍ଞାସା ଦାସ ରଖିଲେ ଏ-୧

ନାଉଗାଁ , (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ହାଇସ୍କୁଲର ପ୍ରୀତି ଜିଜ୍ଞାସା ଦାସ  ୫୪୪ ନମ୍ବର ରଖି  ଏ-୧ ପାଇ ବିଦ୍ୟାଳୟ ପାଇଁ ଗୌରବ ଆଣିଦେଇଛି 

Read more

Advertisement

ଏବେ ଏବେ