ପାଚିକା ସଂଘ ପକ୍ଷରୁ ୭ଦଫା ଦାବିରେ ବ୍ଳକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ,(ଓ୍ବାଇଏନଏସ): ଏଆଇୟୁଟିୟୂସି ସହବନ୍ଧିତ ନାଉଗାଁ ବ୍ଳକ ପାଚିକା ସଂଘ ପକ୍ଷରୁ ୭ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବ୍ଳକ ଶିକ୍ଷାଧିକାରୀ ଉମେଶ ରାଉତଙ୍କୁ ପ୍ରଦାନ କରାଯାଇଛି।

Read more

Advertisement

ଏବେ ଏବେ