ହୃଦଘାତରେ ଆଖି ବୁଜିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ
କଟକ, (ଓ୍ବାଇଏନଏସ): ଜଣାଶୁଣା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । ହୃଦଘାତରେ ଆଖି ବୁଜିଛନ୍ତି । ସଂନ୍ଧ୍ୟା ୬ଟା ୧୮ ସମୟରେ ବିୟୋଗ ଘଟିଥିବା ସୂଚନା ।
Read moreକଟକ, (ଓ୍ବାଇଏନଏସ): ଜଣାଶୁଣା କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । ହୃଦଘାତରେ ଆଖି ବୁଜିଛନ୍ତି । ସଂନ୍ଧ୍ୟା ୬ଟା ୧୮ ସମୟରେ ବିୟୋଗ ଘଟିଥିବା ସୂଚନା ।
Read more