ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ନିର୍ମାଣ ହୋଇ ପାରୁନାହିଁ ରାସ୍ତା: ଦୋଳାକୁ କାନ୍ଧରେ ୯ କିମି ବୋହି ରୋଗୀଙ୍କୁ ନିଆଗଲା ଡାକ୍ତରଖାନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ସୁଦ୍ଧା ଗଜପତି ଜିଲ୍ଲାର ଅଞ୍ଜେଇକୋଣ ଗ୍ରାମକୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ.

Read more

Advertisement

ଏବେ ଏବେ